Jump to content

କସପି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସପି କରିବା
ଉଚ୍ଚାରଣ: Kasapi karibā

ଦେ. କ୍ରି —

ବେଶ୍ୟା ଯୁବତୀ ରଜସ୍ବଳା ହୋଇ ବେଶ୍ୟା— ବୃତ୍ତି ଆରମ୍ଭ କରିବାର ପ୍ରଥମ ରଜନୀରେ ବେଶି ପଇସା ଦେଇ ତାକୁ ଉପଭୋଗ କରିବା — To enjoy a prostitute on the ୧st night of her entering into the profession after attaining puberty, by paying a fancy fee for such a privilege.