କସପୀ
ଦେଖଣା
କସପୀ —
ଉଚ୍ଚାରଣ: Kasapī
কসবী
कसवी
ବୈଦେ. ବି. (ଆ. କସ୍ବିନ୍; କସବୀ) —
୧: ଦାରୀ; ବେଶ୍ୟା; ଖାନ୍ଗୀ —୧. Whore; prostitute.
୨: ନର୍ତ୍ତକୀ —୨. Dancing girl.
୩: କୁଳଟା; ବ୍ୟଭିଚାରିଣୀ ସ୍ତ୍ରୀ; ବେଧୋଇ; ନଷ୍ଟା ସ୍ତ୍ରୀ — ୩. Adulteress.
ଦେ. ବିଣ —
କୃପଣ; କୋଚଟ୍ —Miserly.