Jump to content

କସପୀ ନଚାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସପୀ ନଚାଇବା
ଉଚ୍ଚାରଣ: Kasapi nachāibā

ଦେ. କ୍ରି. —

୧: (ଲକ୍ଷଣାର୍ଥ) ଅତି ଅଲାଜୁକ ହେବା; ଅତି ନିର୍ଲ୍ଲଜ ହୋଇ ପ୍ରକାଶ୍ୟରେ ଅନୈତିକ କାର୍ଯ୍ୟ କରିବା —୧. To become too shameless a sensualist and depraved.

୨: ନର୍ତ୍ତକୀଙ୍କ ନୃତ୍ୟ ସମୟରେ ବାଦ୍ୟ ବଜାଇବା — ୨. To play music in accompaniment to the dancing of prostitutes or dancing girls.