କସରା
ଦେଖଣା
କସରା —
ଉଚ୍ଚାରଣ: Kasarā
ଦେ. ବି. —
ଏକଜାତୀୟ ଚଢ଼େଇ — Name of a bird.
ଖବର ଭୁମିରେ ଯେ କସରା ପାଟଭାଲି. ନାନା ବର୍ଣ୍ଣରେ ଜୀବ ଅଛନ୍ତି ତହି ପୂରି ପୀତାମ୍ବର. ନୃସିଂହପୂରାଣ
ভুরা
भुरा
ଦେ. ବିଣ—(ସଂ. କପିଳ) —
କହରା ବର୍ଣ୍ଣ; ଧଳା ଓ ନାଲି ରଙ୍ଗବିଶିଷ୍ଟ —Brown; reddish white.
ମୁଁ କସରା ବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି ଫକୀରମୋହନ. ଛମାଣଆଠଗୁଣ୍ଠ