Jump to content

କସିକାସି ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସିକାସି ହେବା
ଉଚ୍ଚାରଣ: Kasikāsi hebā

ଦେ. କ୍ରି —

୧: କୃପଣ ହେବା — ୧. To be niggardly.

୨: କୁଣ୍ଠିତ ହେବା —୨. To hesitate.

୩: କୌଣସି ଶ୍ରମସାଧ୍ୟ କର୍ମ ପାଇଁ ଲୁଗାପଟା ଭିଡ଼ି ପ୍ରସ୍ତୁତ ହେବା —୩. To be ready or equipped for some onerous work.