Jump to content

କସିଗୋଦରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସିଗୋଦରା
ଉଚ୍ଚାରଣ: Kasigodarā
(କସିଗୋଦରା—ସ୍ତ୍ରୀ)

ଦେ. ବିଣ. ପୁଂ —

ଯେଉଁ ବ୍ୟକ୍ତିର ଗୋଡ଼ ବା ହାତ ଅଳ୍ପମାତ୍ରାରେ ଗୋଦର ହୋଇଥାଏ — A person having his leg or hand slightly swollen with elephantiasis.