କସିଦା
ଦେଖଣା
କସିଦା —
ଉଚ୍ଚାରଣ: Kasidā
কসিদা
कसिदा
ଦେ. ବି. (ସଂ. କଷାୟ) —
କଢ଼; କଢ଼ି —Bud.
ବୈଦେ. (ଫା.) ବି. —
ବେଲ୍ବୁଟ୍ଟା; ଲୁଗା ଉପରେ ଛଞ୍ଚିଦ୍ବାରା ସୂତାରେ କରା ଯାଇଥିବା ଫୁଲ; କଢ଼ି ଓ ବୁଟା ଆଦିର କାମ —Needle-work made on a cloth.
ଜରିବୁଟା କଞ୍ଜ କସିଦା ପଡ଼ି, କୁସୁମ୍ଭା ରଙ୍ଗେ ଯାଇଅଛି ଜଡ଼ି—କବିସୂର୍ଯ୍ୟ. ଚନ୍ଦ୍ରକଳା