କସିପାଞ୍ଚି
ଦେଖଣା
କସିପାଞ୍ଚି —
ଉଚ୍ଚାରଣ: Kasipān̄chi
ଦେ. ବି —
ଏକ ପ୍ରକାର କଉଡ଼ି ଖେଳ — A kind of game with cowries.
[ଦ୍ର—ଏ ଖେଳରେ ଦୁଇ ଜଣ ଖେଳାଳି ପାଞ୍ଚ କଟ କଉଡ଼ି ନେଇ ଖେଳନ୍ତି ଏଥିର ଦାନ—ଗୋଟିଏ କଉଡ଼ି ଚିତି ହୋଇ ପଡ଼ିଲେ କସି, ଦୁଇଟିରେ ଦୁଗା, ତିନୋଟିରେ ତିନି, ଚାରୋଟିରେ ଚାରି ଏବଂ ପାଞ୍ଚୋଟିରେ ପାଞ୍ଚ ବା ପାଞ୍ଚି ହୁଏ କଉଡ଼ି ଖେଳ ତଳେ ନୋଟ୍ ଦେଖ]