Jump to content

କସ୍ତାକସ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସ୍ତାକସ୍ତି
ଉଚ୍ଚାରଣ: Kastākasti

ଦେ. ବି. (ଆ. କୁସ୍ତୀ) —

୧: କୁସ୍ତାକୁସ୍ତି (ଦେଖ)) ୧. Kustākusti (See)

୨: (ସଂ. କଷ୍ଟ) ଅତିଶୟ କଷ୍ଟ — ୨. Much difficulty.

ଏତେବେଳୁ ନାଆ ମେଲିଦେଲେ କସ୍ତାକସ୍ତିରେ ନାଆ ପହଞ୍ଚିୟିବ ଫକୀରମୋହନ. ଗଳ୍ପସ୍ବଳ୍ପ