Jump to content

କସ୍ତୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସ୍ତୁରା
ଉଚ୍ଚାରଣ: Kasturā
কস্তূরা कस्तुरा

ଦେ. ବି. (ସଂ. କସ୍ତୁରୀ) —

୧: ଏକ ଜାତୀୟ କସ୍ତୁରୀଗନ୍ଧଯୁକ୍ତ ଶାକ ଗୁଳ୍ମ ଓ ତହିଁର ମଞ୍ଜି —୧. A plant and its musk-scented seed.

୨: ଏକଜାତୀୟ ଶାମୁକା — ୨. A species of oyster.

ଦେ. ବିଣ. —

୧: କସ୍ତୁରୀଗନ୍ଧବିଶିଷ୍ଟ — ୧. Musk scented.

୨: ୟାହାଠାରୁ କସ୍ତୁରୀ ବାହାରେ (ମୃଗ) — ୨. (deer) From which musk is got; musk-deer.