Jump to content

କସ୍ତୂରୀମୃଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସ୍ତୂରୀମୃଗ
ଉଚ୍ଚାରଣ: Kastūrimṛuga

ସଂ. ବି. (ମଧ୍ୟପଦଲୋପୀ; କସ୍ତୂରୀଯୁକ୍ତ ମୃଗ) —

ଯେଉଁ ମୃଗର ନାଭିରୁ ମୃଗନାଭି ବା କସ୍ତୁରୀ ବାହାରେ —Musk-deer.

[ଦ୍ର—କସ୍ତୁରୀମୃଗ ହିମାଳୟରେ ୮: ହଜାରରୁ ୧୨: ହଜାର ଫୁଟ ଉଚ୍ଚ ପାର୍ବତ୍ୟ ପ୍ରଦେଶରେ ତିବ୍ବତ୍, ମଧ୍ୟଆସିଆ, ସାଇବେରିଆ ଆଦି ଶୀତପ୍ରଧାନ ଉଚ୍ଚ ପାର୍ବତ୍ୟ ଦେଶରେ ବିଚରଣ କରେ ଏ ମୃଗ ଖୁବ୍ କୁଦା ମାରିପାରେ ଏବଂ ଖୁବ୍ ଦ୍ରୁତଗାମୀ ଏ ଦେଖିବାକୁ କକୁର ପରି ଓ ରାତ୍ରିଚର ଅଣ୍ଡିରା ମୃଗର ନାଭି ପାଖରେ ଗୋଟିଏ ଗୋଟାଳିଆ ଚମ ମୁଣା ଥାଏ ଶିକାରିମାନେ ଏ ମୃଗକୁ ମାରି ଏହାର ନୀଭି ପାଖରୁ କସ୍ତୁରୀ ଥିବା ମୁଣିଟି କାଟି ଆଣନ୍ତି ମୁଣି କୁକୁଡ଼ା ଅଣ୍ଡାର ଆକୃତିବିଶିଷ୍ଟ ଏ ମୃଗ ମାଘ ମାସରେ ଯୋଡ଼ ଖାଆନ୍ତି ସେହି ଋତୁରେ ଅଣ୍ଡିରା ମୃଗର ନାଭିସଂଲଗ୍ନ ମୁଣାରେ ବେଶି ପରିମାଣରେ କସ୍ତୁରୀ ଥାଏ ହି. ଶବ୍ଦସାଗର]