କହ
ଦେଖଣା
କହ —
ଉଚ୍ଚାରଣ: Kaha
ପ୍ରଦେ. (ସମ୍ବଲପୂର) ବି (ତୁଳନା କରି ଅର୍ଜୁନ ଗଛର ହିନ୍ଦି ନାମ କୋହି, କୌହ) —
ଅର୍ଜୁନ ଗଛ —Arjuna tree.
[ଶିଶୁଙ୍କ ପ୍ରଶ୍ନ— ନଏଦ୍ ତରାତରା କଏ ଗଛ କହ?
(ନଦୀକୂଳରେ କି ଗଛ ଅଛି କହ)
ଉତ୍ତର— କହ (ଅର୍ଜୁନ ଗଛ)]
କହ —
ଉଚ୍ଚାରଣ: Kaha
ପ୍ରଦେ. (ସମ୍ବଲପୂର) ବି (ତୁଳନା କରି ଅର୍ଜୁନ ଗଛର ହିନ୍ଦି ନାମ କୋହି, କୌହ) —
ଅର୍ଜୁନ ଗଛ —Arjuna tree.
[ଶିଶୁଙ୍କ ପ୍ରଶ୍ନ— ନଏଦ୍ ତରାତରା କଏ ଗଛ କହ?
(ନଦୀକୂଳରେ କି ଗଛ ଅଛି କହ)
ଉତ୍ତର— କହ (ଅର୍ଜୁନ ଗଛ)]