କହଣା
ଦେଖଣା
କହଣା —
ଉଚ୍ଚାରଣ: Kahaṇā
ଗ୍ରା. (ପ୍ରାଚୀନ ପଦ୍ୟ) ବି —
୧: କହଣ (ଦେଖ) ୧. Kahaṇa (see)
୨: କଥା; କିମ୍ବଦନ୍ତୀ —୨. Narrative.
ସତ୍ୟ କଲେ ତୋତେ ମାଗିବୁଁ ସିନା ଦକ୍ଷିଣା ଯୁଗେ ଯୁଗେ ଥିବ ତୋହର ଯେ କହଣା ସାରଳା. ମହାଭାରତ
କହଣା —
ଉଚ୍ଚାରଣ: Kahaṇā
ଗ୍ରା. (ପ୍ରାଚୀନ ପଦ୍ୟ) ବି —
୧: କହଣ (ଦେଖ) ୧. Kahaṇa (see)
୨: କଥା; କିମ୍ବଦନ୍ତୀ —୨. Narrative.
ସତ୍ୟ କଲେ ତୋତେ ମାଗିବୁଁ ସିନା ଦକ୍ଷିଣା ଯୁଗେ ଯୁଗେ ଥିବ ତୋହର ଯେ କହଣା ସାରଳା. ମହାଭାରତ