କହଣା ନ ୟିବା
ଦେଖଣା
କହଣା ନ ଯିବା —
ଉଚ୍ଚାରଣ: Kahaṇā na j̄ibā
ଗ୍ରା. (ପ୍ରାଚୀନ ପଦ୍ୟ) କ୍ରି —
ବାକ୍ୟ ଦ୍ବାରା ପ୍ରକାଶିତ ହୋଇ ନ ପରିବା —Not to be expressible by words; to be unspeakable.
ସୁନ୍ଦରୀ, ଶୋକ ତା କହଣା ନ ଯାଇ ପ୍ରାଚୀ. ପ୍ରତାପ. ଶଶିସେଣା