Jump to content

କହାୟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହାଯିବା
ଉଚ୍ଚାରଣ: Kahājibā
বলাঘাওয়া कहाजाना

ଦେ. କ୍ରି. (କହିବାର କର୍ମବାଚ୍ୟରେ ରୂପ) —

ବୋଲାଯିବା; କୁହାଯିବା; କଥିତ ହେବା —To be spoken

[ ଦ୍ର—ଓଡ଼ିଆରେ କର୍ତ୍ତୃବାଚ୍ୟରେ 'କହିବା' ଓ କର୍ମ— ବାଚ୍ୟରେ ' କୁହାଯିବା' ବ୍ୟବହୃତ ହୁଏ; କିନ୍ତୁ କେତେକ ଆଧୁନିକ ସାହିତ୍ୟିକ 'କୁହାଯାଏ', 'କୁହାକୋହି' ଓ 'କୁହାବୋଲା' ସ୍ଥଳରେ 'କୁହାଯାଏ', 'କହାକହି' ଓ 'କହାବୋଲା' ବ୍ୟବହାର କରନ୍ତି କିନ୍ତୁ ଓଡ଼ିଆରେ 'କୁହା' ଶବ୍ଦର ବିସ୍ତର ବ୍ୟବହାର ଅଛି]