କହିଦେବା
ଦେଖଣା
କହିଦେବା —
ଉଚ୍ଚାରଣ: Kahidebā
বলেদেওয়া
कहदेना
ଦେ. କ୍ରି —
୧: ସ୍ପଷ୍ଟରୂପେ ପ୍ରକାଶ କରିବା; ପ୍ରକଟିତ କରିବା —୧. To speak out; to divulge; to give out; to publish.
୨: ପ୍ରମାଣିତ କରିବା; ସାବ୍ୟସ୍ତ କରିବା —୨. To prove.
(ଯଥା—ତୁମ୍ଭର ବିମର୍ଷ ମୁଖ ତୁମ୍ଭର ମନ ଦୁଃଖ କଥା କହି ଦେଉଛି)
୩: ସୁଚନା କରିବା —୩. To indicate.