କହିବା ପୋଛିବା
ଦେଖଣା
କହିବା ପୋଛିବା —
ଉଚ୍ଚାରଣ: Kahibā pochhibā
কহাবলা
कहना बदना
ଦେ. କ୍ରି (ସହଚର; ସଂ. କଥ ଧାତୁ+ପ୍ରଚ ଧାତୁ) —
ବହୁପ୍ରକାରେ ବୁଝାଇସୁଝାଇ କହିବା — To explain matters in various ways.