କହିବୁଲିବା
ଦେଖଣା
କହିବୁଲିବା —
ଉଚ୍ଚାରଣ: Kahibulibā
বলেবেড়ান
ଦେ. କ୍ରି. —
ବାହାରେ ବହୁ ସ୍ଥାନରେ ପ୍ରକାଶ କରିବା — To publish a matter broadcast; to proclaim a matter.
ମହତ୍ତ ଲୋକମାନେ ମହତ୍ତ କାର୍ଯ୍ୟ ସାଧନ କରି ସେଥିରେ କେତେ ଟଙ୍କା ଖର୍ଚ୍ଚହେଲା କହି ବୁଲନ୍ତି ନାହିଁ—ଫକୀରମୋହନ. ଛମାଣଆଠଗୁଣ୍ଠ