କହିରି
ଦେଖଣା
କହିରି —
ଉଚ୍ଚାରଣ: Kahiri
ଦେ. ବି. —
ଧାନ ଚାଉଳ ରଖିବାପାଇଁ ବାଉଁଶ ପାତିଆରେ ତିଆରି ହୋଇଥିବା ବଡ଼ ଟୋକେଇ; କୋଡ଼ମେଇ — Big basket made of split bamboo.