Jump to content

କହି ରଖିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହି ରଖିବା
ଉଚ୍ଚାରଣ: Kahi rakhibā
বলে রাখা कह रखना

ଦେ. କ୍ରି. —

ପୂର୍ବରୁ କୌଣସି ବିଷୟ କହିବା — To speak beforehand.