କହି ହେବା
ଦେଖଣା
କହି ହେବା —
ଉଚ୍ଚାରଣ: Kahi hebā
ଦେ. କ୍ରି. —
୧: ଆପେ ଆପେ କହିବା — ୧. To proclaim one's self; to boast to brag.
୨: ଅୟାଚିତଭାବରେ କହିବା —୨. To speak unasked.
୩: କଥିତ ହେବା; ବର୍ଣ୍ଣିତ ହେବା —୩. To be spoken; to be described.
(ଯଥା—ତାକୁ ଏପରି ଦୁଃଖ ପଡ଼ିଛି ଯେ ତାହା କହି ହେବ ନାହିଁ)
୪: (ବହୁଲୋକ) ପରସ୍ପର କଥାଭାଷା ହେବା — ୪. (many persons) To talk amongst themselves.
ଏମନ୍ତ ବୋଲି କହି ହୁଅନ୍ତେ ଯେଝା ତୁଣ୍ତେ କହୁଁ କହୁଁ ଅସୁରେ ବୁଲିଲେ ରାଜଦାଣ୍ଡେ—ପୀତାମ୍ବର. ନୃସିଂହପୁରାଣ