କହୁଣିବା
ଦେଖଣା
କହୁଣିବା —
ଉଚ୍ଚାରଣ: Kahuṇibā
ଦେ. କ୍ରି. (ସଂ. କଫୋଣି) —
୧: କହୁଣୀ ଠେଁସ ଦେଇ ଆଉଜି କରି ବସିବା — ୧. To sit with arms akimbo.
୨: ଜନଗହଳ ମଧ୍ୟରେ ଦୁଇ କହୁଣୀ ସାହାଯ୍ୟରେ ଲୋକ ଆଡ଼େଇବା — ୨. To elbow one's way in a crowd.
୩: କହୁଣୀ ଭରା ଦେଇ ଶୋଇବା ଅବସ୍ଥାରୁ ଉଠି ବସିବା — ୩. To get up from a sleeping position with the help of the elbows.