Jump to content

କହୁଣିମାଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହୁଣିମାଡ଼
ଉଚ୍ଚାରଣ: Kahuṇimāṟḍ̠a

ଦେ. ବି —

କହୁଣୀଦ୍ବାରା ଆଘାତ ବା ଧକ୍କା — A push or blow with the elbow.

ମାରି କହୁଣି ମାଡ଼, ଭାଙ୍ଗି ଦେବ ତୋ ପଞ୍ଜରା ହାଡ଼ ଲୋ କେଳାକେଳୁଣୀ ଗୀତ