Jump to content

କହୁଣିମାଡ଼ୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହୁଣିମାଡ଼ୁଆ
ଉଚ୍ଚାରଣ: Kahuṇimāṟḍ̠uā

କହୁଣିମାଡ଼େଈ, କହୁଣିମାଡ଼ୋଈ ସ୍ତ୍ରୀ

ଦେ. ବିଣ. ପୁଂ —

୧: କହୁଣିରେ ମାଡ଼ ଖାଇବା ଉପଯୁକ୍ତ — ୧. Deserving to be beaten or struck with the elbows.

୨: ଯେ ସର୍ବଦା କହୁଣିମାଡ଼ ଖାଏ ବା ଖାଇବାରେ ଅଭ୍ୟସ୍ତ — ୨. One who is often punished or is accustomed to be punished with blows of the elbow.