Jump to content

କହ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହ୍ବ
ଉଚ୍ଚାରଣ: Kahwa

ସଂ. ବି. (କ=ଜଳ; ହେ ଧାତୁ=ଆହ୍ବାନ କରିବା+ଅ) —

ବଗ; କ୍ରୌଞ୍ଚପକ୍ଷୀ —Heron.