Jump to content

କହ୍ଲିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହ୍ଲିଆ
ଉଚ୍ଚାରଣ: Kaḻhiā
(କହ୍ଲେଈ—ସ୍ତ୍ରୀ)

ଦେ. ବିଣ. ପୁଂ. —(ସଂ. କଳହ) —

କଳିହୁଡ଼ା; କଳହପ୍ରିୟ — Quarrelsome.