Jump to content

କହ୍ଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହ୍ଳା
ଉଚ୍ଚାରଣ: Kahlā

ଦେ. ବି. ସ୍ତ୍ରୀ (ସଂ. କଳହ) —

କଳିହୁଡ଼ୀ ସ୍ତ୍ରୀ; କଳହପ୍ରିୟା ସ୍ତ୍ରୀ — A vixen; a quarrelsome woman.

[ଦ୍ର—ସ୍ତ୍ରୀଲୋକମାନେ ପରସ୍ପର ଗାଳି ଦିଆଦେଇ ହୋଇ 'ତୁ ଓସ୍ତମୂଳ କହ୍ଳା' ବୋଲି କହନ୍ତି ଏଥିର ଅର୍ଥ—ଅଶ୍ବତ୍ଥଗଛ ମୁଳେ ଥିବା କଳିହୁଡ଼ୀ ସ୍ତ୍ରୀ ଅର୍ଥାତ୍ ଅଲକ୍ଷ୍ମୀ]

ଦେ. ବିଣ. ସ୍ତ୍ରୀ —

କଳିହୁଡ଼ୀ (ସ୍ତ୍ରୀ) —Quarrelsome (women)