Jump to content

କହ୍ଳାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହ୍ଳାର
ଉଚ୍ଚାରଣ: Kahlāra

ସଂ. ବି. (କ=ଜଳ+ହାର=ମାଳା; ନିପାତନ) —

ଶ୍ବେତୋତୃଳ; ଧଳା ପଦ୍ମ —White water-lily.