Jump to content

କହ (ଧାତୁ)

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହ (ଧାତୁ)
ଉଚ୍ଚାରଣ: Kaha (root)

ଓଡ଼ିଆ (ସଂ. କଥ) —

୧: କହିବା —୧. To speak.

୨: ଅନୁରୋଧ କରିବା —୨. To request.

୩: ବାକ୍ୟ ଉଚ୍ଚାରଣ କରିବା — ୩. To utter words.

୪: ପ୍ରକାଶ କରିବା —୪. To express.

(ଯଥା—ତା ଚେହେରା ତ ତା ମନର ଭାବକୁ କହି ଦେଉଛି)