Jump to content

କାଁଭାଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଁଭାଁ
ଉଚ୍ଚାରଣ: Kāñbhāñ

ଗ୍ରା. ଅ. (ସଂ. କଦା) —

କଦାଚିତ; କ୍ବଚିତ୍; କଦବା — Scarcely; if ever.

(ଯଥା—ସେ ଏ ଗ୍ରାମକୁ କାଁଭାଁ ଆସନ୍ତି)