କାଁସୁଲା
ଦେଖଣା
କାଁସୁଲା —
ଉଚ୍ଚାରଣ: Kāñsulā
ଦେ. ବି. (ବଣିଆ ଶଦ୍ଦ) —
୧: କଂସାରେ ତିଆରି ୟନ୍ତ୍ରବିଶେଷ — ୧. A bell metal plate with holes through which metal wires are drawn out.
[ଦ୍ର—ଏଥିରେ ଛୋଟ ବଡ ଅନେକ ଛିଦ୍ର ଥାଏ, ଏ ଛିଦ୍ର— ମାନଙ୍କ ମଧ୍ୟଦେଇ ସୁନା ରୂପା ଆଦିର ତାର ଟଣାଯାଏ]
୨: କାଂସୁଲି (ଦେଖ) ୨. Kāṁsuli (See)