କାଂସବାଂସ
ଦେଖଣା
କାଂସବାଂସ —
ଉଚ୍ଚାରଣ: Kāṁsabāṁsa
ଦେ. ବି. (ସଂ. କଂସାବତୀ) —
ବାଲେଶ୍ବର ଜିଲ୍ଲାର ଉତ୍ତରରେ ପ୍ରବାହିତ ନଦୀ (ସୋର ଗ୍ରାମ ଏ ନଦୀ କୂଳରେ ଅବସ୍ଥିତ) —Name of a small river in the north of Balasore district.
କାଂସବାଂସ ନାମେ ସୋରକଣ୍ଠେ ରଜ ମୁକୁତାହାର ରାଧାନାଥ. ଉଷା