Jump to content

କାଂସୁଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଂସୁଲି
ଉଚ୍ଚାରଣ: Kāṁsuli

ଦେ. ବି. (ବଣିଆ ଶଦ୍ଦ)—(ସଂ. କାଂସ୍ୟ) —

ପୋଲ ଗୋଲ ଜିନିଷ ବାଡ଼େଇ ଠୋଲା କରିବାରେ ବ୍ୟବହୃତ ଠସା —A mould for beating gold and silver bits in to hollow caps.