Jump to content

କାଇଘର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇଘର
ଉଚ୍ଚାରଣ: Kāighara
কাঁচা বাড়ি झोपड़ी আমপিপিড়ার বাসা घोड़नका छत्ता

ଦେ. ବି. (ତୁଳ. ସଂ. କାୟ=ଗୃହ; କାୟମାନ= ପର୍ଣ୍ଣକୁଟୀର) —

୧: ଚାଳଘର; କଚାଘର; ମାଟିର କାନ୍ଥ ଓ ଚାଳ ଥିବା ଘର — ୧. Thatched house; a shed.

୨: କାଇମାନେ ପତ୍ରଦ୍ବାରା ନିର୍ମାଣ କରିଥିବା ଥଳି ଆକାରର ବସା —୨. A bag-like nest made by tree ants.