କାଇଜର୍—ଇ—ହିନ୍ଦ୍
ଦେଖଣା
କାଇଜର୍—ଇ—ହିନ୍ଦ୍ —
ଉଚ୍ଚାରଣ: Kāijar-i-hind
কইসর-ই-হিন্দ
कइसरे हिन्द
ବୈଦେ. ବି. (ଆ=କୟସର୍—ଇ—ହିନ୍ଦ) —
୧: ହିନ୍ଦୁସ୍ଥାନ ବା ଭାରତରେ ସମ୍ରାଟ — ୧. Emperor of India
୨: ଭାରତର ଇଂରାଜ ଗୃଭର୍ଣ୍ଣମେଣ୍ଟଙ୍କ ପ୍ରଦତ୍ତ ସମ୍ମାନ— ସୂଚକ ପଦ ଓ ତତ୍ସଙ୍ଗେ ପ୍ରଦତ୍ତ ତକମା — ୨. Kaiser-I-Hind; a title and medal given by the Government of India.