Jump to content

କାଇଦା କଟକଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇଦା କଟକଣା
ଉଚ୍ଚାରଣ: Kāidā kaṭakaṇā
কায়দা কঠকনা कायदा कटकना

ଦେ. ବି.—(ସହଚର) ଆ. କାଏଦା+ସଂ. କଷ୍ଟକର) —

ଦୃଢ଼ନିୟମ; କଠୋର ନିୟମ — Hard and fast rule.