କାଇଦା କରିବା
ଦେଖଣା
କାଇଦା କରିବା —
ଉଚ୍ଚାରଣ: Kāidā karibā
কায়দা করনা
कायदा करना
ଦେ. କ୍ରି. (ଆ. କାୟଦା) —
୧: ନିୟମ ବାନ୍ଧିବା — ୧. To lay down or prescribe rules.
୨: ବାରଣ କରିବା — ୨. To resrict.
୩: ଆକଟ କରିବା —୩. To reprimand.
୪: ଜବତ କରିବା —୪. To enforce discipline.