Jump to content

କାଇଦା କାନୁନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇଦା କାନୁନ୍
ଉଚ୍ଚାରଣ: Kāidā Kānun

ବୈଦେ. ବି. (ସହଚର); ଆ. କାୟଦା+କାନୁନ୍) —

ଆଇନ୍ କାନୁନ; ନିୟମ ଓ ବିଧାନ — Law and regulations; rules and regulations.