Jump to content

କାଇମାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇମାଟି
ଉଚ୍ଚାରଣ: Kāimāṭi
কাইমাটি; মাজিমাটি रेह; चिकनी मिट्टी

ଦେ. ବି —

୧: ସାଜିମାଟି; ଫକ୍କା ବା ପାଣ୍ଡର ରଙ୍ଗର ମାଟି — ୧. Natron.

୨: କାଇମାଟି; ପୀତବର୍ଣ୍ଣ ମୃର୍ତ୍ତିକାବିଶେଷ — ୨. Fuller's earth.