Jump to content

କାଇଲ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଇଲ୍ କରିବା
ଉଚ୍ଚାରଣ: Kāil karibā
कायल करना

ଦେ. କ୍ରି —

୧: ଦୋଷୀ ସାବ୍ୟସ୍ତ କରିବା — ୧. To lay the blame on a person.

୨: ଦୋଷଜନକ କାର୍ଯ୍ୟ କରିବା — ୨. To do a wrong.

୩: କୌଣସି ବ୍ୟକ୍ତି ବୁଝାଇ ସମଜାଇ ତାହାର ଦୋଷ ହୋଇଥିବା ବିଷୟ ତାକୁ ମନାଇବା — ୩. To cause a person to realise his fault by arguing with him.