କାଇଲ୍ ମାକୁଲ୍
ଦେଖଣା
କାଇଲ୍ ମାକୁଲ୍ —
ଉଚ୍ଚାରଣ: Kāil mākul
गलती सलती
ଦେ. ବିଣ. (ଅନର୍ଥକ ଦ୍ବିତୀୟ ସହଚର) (ଆ. କାୟଲ୍) —
ନ୍ୟାୟ ନିସାପରେ ଦୋଷୀରୂପେ ସାବ୍ୟସ୍ତ —Food guilty; condemned after consideration.
ଦେ. ବି. (ଅନର୍ଥକ ଦ୍ବିତୀୟ ସହଚର) —
ତ୍ରୁଟୀ ଆଦି; ଦୋଷ ଆଦି —Guilt.