କାଇ ବସ୍ତ୍ର
ଦେଖଣା
କାଇ ବସ୍ତ୍ର —
ଉଚ୍ଚାରଣ: Kāibastra
গেরুয়া বসন
गेरुआ कपड़ा
ଦେ. ବି. (ସଂ. କଷାୟ ବସ୍ତ୍ର) —
ଗେରୁଆ ଲୁଗା — Coloured colth
ଊର୍ଦ୍ଧ୍ୟରେତା ଋଷି ସେ ଅଠାଶୀ ସହସ୍ର, ତହିଁରେ ରହିଛନ୍ତି ପିନ୍ଧି କାଇବସ୍ତ୍ର—କୃଷ୍ଣସିଂହ. ମହାଭାରତ. ସଭା
କାଇ ବସ୍ତ୍ର —
ଉଚ୍ଚାରଣ: Kāibastra
গেরুয়া বসন
गेरुआ कपड़ा
ଦେ. ବି. (ସଂ. କଷାୟ ବସ୍ତ୍ର) —
ଗେରୁଆ ଲୁଗା — Coloured colth
ଊର୍ଦ୍ଧ୍ୟରେତା ଋଷି ସେ ଅଠାଶୀ ସହସ୍ର, ତହିଁରେ ରହିଛନ୍ତି ପିନ୍ଧି କାଇବସ୍ତ୍ର—କୃଷ୍ଣସିଂହ. ମହାଭାରତ. ସଭା