କାଉଁଚ୍ କାଉଁଚ୍
ଦେଖଣା
କାଉଁଚ୍ କାଉଁଚ୍ —
ଉଚ୍ଚାରଣ: Kāuñch kāuñch
কচর কচর
कच कच
ଦେ. ଅ. ବିଣ (ଧ୍ଵନ୍ୟନୁକରଣ) —
କଚ୍ କଚ୍ ଶବ୍ଦ କରି କୌଣସି ଜିନିସ ଚୋବାଇ ଖାଇବା— (ଯଥା—ମୂଳା; କାକୁଡ଼ି) — Sound of chewing raw fruit.
(ଯଥା—କାଉଁଚ୍ କାଉଁଚ୍ କରି ସେ ମୂଳା ଚୋବାଉଅଛି)