କାଉଁଡ଼ି
ଦେଖଣା
କାଉଁଡ଼ି —
ଉଚ୍ଚାରଣ: Kāuñṟḍ̠i
বিক
ଗ୍ରା. ବି. —
ଡାବଲପୁଆ ଖେଳରେ ଘାଚି (ଗାତ) ନିକଟରୁ ପୁଆ ପଡ଼ିଥିବା ସ୍ଥାନର ଦୂରତ୍ବପରିମାପକ ଓ ସଂଖ୍ୟାସୂଚକ ସଂକେତବିଶେଷ — A measure of distance between the hole and the place where the puā falls in the game of Dābala-puā.
[ଦ୍ର—'କାଉଁଡ଼ି' ଅର୍ଥାତ୍ ଡ଼ାବଲରେ '୧: ' କାଠି ମାପର ନାମ କାଉଁଡ଼ି, ଦୁଇ କାଠି ଯେ ଦୁଉଡ଼ି, ତିନି କାଠି ମାପ ତିନିଲ, ଚାରି କାଠି ଚାରିଲ, ପାଞ୍ଚ କାଠି ପାଞ୍ଚଲ, ଛଅ କାଠି ଛଇଲ ଓ ସାତ କାଠି ମାପ ବଇଲ; ମୋଟ ୭: ବାଡ଼ିରେ ଖଣ୍ଡେ ହୁଏ]