କାଉଁରା
ଦେଖଣା
କାଉଁରା —
ଉଚ୍ଚାରଣ: Kāuñrā
कतरा
কাওরা
किरार
কাউর
ଦେ. ବି. —
୧: ଏକପ୍ରକାର ଘାସ — ୧. A kind of grass; Carum Bulbo Castanum.
୨: (ସଂ. କିରାତ) ହିନ୍ଦୁମାନଙ୍କ ମଧ୍ୟରେ ଅସ୍ପୃଶ୍ୟ ଜାତିବିଶେଷ — ୨. An untouchable caste amongst the Hindus.
୩: ଶିଶୁମାନଙ୍କ ଗୋଡ଼ର ଏକପ୍ରକାର ବିଇଞ୍ଚି ରୋଗ — ୩. A kind of Eczema on the legs of an infant.