କାଉଁରି
ଦେଖଣା
କାଉଁରି —
ଉଚ୍ଚାରଣ: Kāuñri
কুঙারী
कुआरी
काउरो
ଦେ. ବି. (ସଂ.ସ୍କନ୍ଦ+ଭାର) —
୧: ଗଉଡ଼ମାନଙ୍କ ବ୍ୟବହୃତ ଏକପ୍ରକାର ବାଡ଼ି — ୧. A kind of stick used by cowherds.
ଗୋପାଳପୁରୟାକ ରୁଣ୍ଡ ହୋଇବା, କରେ କାଉଁରି ଲଉଡ଼ି ଧରିବା ଭକ୍ତଦାସ, ଗୋପୀଭାଷା
୨: କୁମାରୀ — ୨. A virgin; unmarried girl.
୩: (ସଂ. କାମରୂପ)—ଆସାମର କାମରୂପ ଦେଶ — ୩. The country of Kāmarūpa in Assam famous as a country of magicians.
[ଦ୍ର—ଏଠା ଲୋକେ ଗାରଡ଼ି ବିଦ୍ୟାରେ ନିପୁଣ ବୋଲି ପ୍ରସିଦ୍ଧି ଅଛି]