Jump to content

କାଉଁରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଁରିଆ
ଉଚ୍ଚାରଣ: Kāuñriā
মেস্তাপাট सनठी ତେ. ଘୋଙ୍ଗୁକୁରୁ, ଦେଶ ବାଲିଗୁଙ୍ଗୁରା ତା. ପାଲୁଙ୍ଗୁ ସିନ୍ଧୁପ୍ରଦେଶ, ସାକାଡ଼ୋ ସଂ. ପର୍ୟ୍ୟାୟ—ମାଚିକା,ଫଳାମ୍ଳ, ଅମ୍ବାଳିକା, ନାଳ, ସ୍ରଂସୀ, ବିରେଚନ ଫଳ

ଦେ. ବି. —

୧: ଧଣିଚା, ନଳିତା, ଛଣପଟ ପ୍ରଭୃତି ଗଛର ତ୍ବକ୍ହୀନ ରଙ୍ଗପ୍ରବଣ କାଣ୍ଡ — ୧. The stem of a jute plant shorn of the fibres; Hibiscus cannabinus.

କାଉଁରିଆ କାଠି ଭାଙ୍ଗିୟିବ ନଇଁବ ନାହିଁ—ଢଗ

୨: ଶାକବିଶେଷ —୨. A kind of kitchen vegetable.

ଦେ. ବିଣ. —

ଆସାମର କାମରୂପ ଦେଶସମ୍ବନ୍ଧୀୟ — Pertaining to the country of Kāmarūpa in Assam.