Jump to content

କାଉଁରିକାମଚଣ୍ଡୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଁରିକାମଚଣ୍ଡୀ
ଉଚ୍ଚାରଣ: Kāuñrikāmachaṇḍī
কাঙারীকামাখ্য काउँरीकमच्छपा

ଦେ. ବି. —

କାମରୂପ ଦେଶରେ ଥିବା କାମାଖ୍ୟା ବା କାମଚଣ୍ଡୀ ଠାକୁରାଣୀ — The Deity of Kāmachaṇḍī in the country of Kāmarūpa.

[ଦ୍ର—ଗାଇଡ଼ି ବିଦ୍ୟା ସାଧିବାବେଳେ ଏ ଠାକୁରାଣୀଙ୍କ ନାମ ନିଆଯାଏ]