Jump to content

କାଉଁରିକାମଚଣ୍ଡୀ ଦେଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଁରିକାମଚଣ୍ଡୀ ଦେଶ
ଉଚ୍ଚାରଣ: Kāuñrikāmachaṇḍī deṡa

ଦେ. ବି. (ସଂ. କାମରୂପ+କାର୍ମଚଣ୍ଡୀ) —

ଆସାମ ଦେଶସ୍ଥ କାମରୂପ ଅଞ୍ଚଳ — The country of Kāmarūpa in Assam which is believed to be the place where magical and Tantric lore are cultivated.