କାଉଁରିଭାର
ଦେଖଣା
କାଉଁରିଭାର —
ଉଚ୍ଚାରଣ: Kāuñribhāra
কাউর
काँवरीभार
ଦେ. ବି (ସଂ. ସ୍କନ୍ଦବାହ୍ୟ+ଭାର) —
ୟାତ୍ରୀମାନେ ଗଙ୍ଗୋତ୍ରୀ— ଠାରୁ ଯେଉଁ ଭାରରେ ଗଙ୍ଗାଜଳ କାନ୍ଧରେ ବହି ରାମେଶ୍ବରପର୍ଯ୍ୟନ୍ତ ନିଅନ୍ତି ସେହି ଭାର — A pair of water pots containing holy water from the Ganges carried on the shoulders by a yoke from Badrinarayan to Rameswar by Hindu pilgrims.